Breaking PLUSଦେଶମୁଖ୍ୟ ଖବର
ଭୁଜ୍ ଏୟାର ବେସ୍ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଗୁଜରାଟ ଭୁଜ୍ ଏୟାର ବେସ୍ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏୟାରବେସ୍ରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିବେ ରାଜନାଥ ସିଂ । ଭୁଜ୍ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ । ଭୁଜ୍ ଏୟାର ବେସ୍କୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ ।ଡ୍ରୋନ୍ ଦ୍ବାରା ଭୁଜ୍ ଏୟାର ବେସ୍ ନଷ୍ଟ କରିଥିବା କହିଥିଲା ପାକ୍ ।
ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ ପ୍ରଶଂସା କରି ବାୟୁବୀରଙ୍କ ସହ କରିବେ ଆଲୋଚନା । ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି ।