Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜିଠୁ ତିନିଦିନିଆ କେରଳ ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ : ଆଜିଠୁ ରାହୁଲ ଗାନ୍ଧୀ ତିନି ଦିନିଆ କେରଳ ଗସ୍ତରେ ଯିବେ। ଗତ ସପ୍ତାହରେ ୱାୟନାଡ ସ୍ଥିତ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣା ପରେ ରାହୁଲ ଶୁକ୍ରବାର ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ରାହୁଲଙ୍କ ଏହି ତିନି ଦିନିଆ ଗସ୍ତରେ ୱାୟନାଡରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିସହ ରାହୁଲ ମନନ୍ଥାବଡିରେ ଏକ କିଷାନ ବ୍ୟାଙ୍କର ଉଦ୍‌ଘାଟନ କରିବେ ବୋଲି ସୂଚନାମିଳିଛି ।

Show More

Related Articles

Back to top button