Breaking PLUSଦେଶମୁଖ୍ୟ ଖବର

କଥା ଶୁଣୁ ନାହାନ୍ତି ବାଚସ୍ପତି- ରାହୁଲ ଗାନ୍ଧି

ନୂଆଦିଲ୍ଳୀ: ଲୋକସଭାରେ ତାଙ୍କୁ କହିବାକୁ ଅନୁମତି ଦିଆଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ଯେତେବେଳେ ସେ ବେକାରୀ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ବାଚସ୍ପତି ତାହାକୁ ନଶୁଣି ପଳାଇ ଯାଇଥିଲେ। କଂଗ୍ରେସ ସାଂସଦ ଅନେକ ଥର ଅଭିଯୋଗ କରିଛନ୍ତି ଯେ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କର ମାଇକ୍ରୋଫୋନ୍ ବନ୍ଦ କରି ଦିଆଯାଏ ବୋଲି।

Show More

Related Articles

Back to top button