Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ସରକାରୀ ବଙ୍ଗଳାରେ ରହିବେନି ରାହୁଲ

ଚିଠି ଲେଖି ହାଉସିଂ ସୋସାଇଟିକୁ ମନା କଲେ ରାହୁଲ

ସରକାରୀ ବଙ୍ଗଳାରେ ରହିବାକୁ ମନା କରିଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭା ସାଂସଦ ହିସାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାରେ ରହିବାକୁ ରାହୁଲ ଗାନ୍ଧୀ ମନା କରିଦେଇଛନ୍ତି । ତେବେ ସାଂସଦ ପଦ ଫେରିପାଇବା ପରେ ତାଙ୍କୁ ଲୋକସଭା ହାଉସିଂ ସୋସାଇଟି ପକ୍ଷରୁ ୧୨ ତୁଗଲକ ଲେନ୍ ସ୍ଥିତ ବଙ୍ଗଳା ଯୋଗେଇ ଦିଆଯାଇଥିଲା । ହେଲେ ଉକ୍ତ ଘରେ ରହିବାକୁ ମନା କରିିଦେବା ସହିତ, ଏନେଇ ସେ ହାଉସିଂ ସୋସାଇଟିକୁ ଚିଠି ଲେଖିଛନ୍ତି ।

Show More

Related Articles

Back to top button