Breaking PLUSଓଡ଼ିଶାମୁଖ୍ୟ ଖବର
ପଦ୍ମ ଧରିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି

ଭୁବନେଶ୍ବର: ପଦ୍ମ ଧରିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି । ବଡ଼ମ୍ବା ବିଧାୟକଙ୍କ ନେତୃତ୍ବରେ ବିଜେପିରେ ସାମିଲ ହେଲେ ରଘୁପତି । ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରରେ ସାମିଲ । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରଘୁପତି ।