ଅପରାଧଆଇନ କାନୁନଓଡ଼ିଶା

ପାତ୍ରପଡାରେ ନକଲି ସସ୍ କାରଖାନା ଠାବ

ପାତ୍ରପଡାରେ ନକଲି ସସ୍ କାରଖାନା ଠାବ । ରାଜଧାନୀ ଉପକଣ୍ଠସ୍ଥ ତମାଣ୍ଡୋ ଅଞ୍ଚଳର ପାତ୍ରପଡାରେ ନକଲି ଟମାଟୋ ସସ୍ ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ୍‌ ।ଏଥିସହିତ ପୋଲିସ୍‌ ବିପୁଳ ପରିମାଣରେ ନକଲି ସସ୍‌ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପଚା ସଢ଼ା ଖାଦ୍ୟରେ ତିଆରି ହେଉଚି ସସ୍ । ଏଭଳି ଅଭିଯୋଗ ପରେ ପାତ୍ରପଡାରେ କଟକ ମାଲଗୋଦାମ ଥାନା ପକ୍ଷରୁ ଚଢ଼ାଉ ହୋଇଛି ।

Show More

Related Articles

Back to top button