Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକଲାଗି

ସନ୍ଧ୍ୟା 6ରୁ 4ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତା 23 ତାରିଖ ବୁଧବାର ଶ୍ରାବଣ-ଶୁକ୍ଲ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ସନ୍ଧ୍ୟା 6ଟାରୁ ସର୍ବସାଧାରଣ ଦର୍ଣନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୂତାବକ, ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ବନକଲାଗି ନୀତି ଆରମ୍ଭ ହେବ । ସନ୍ଧ୍ୟା ପ୍ରାୟ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ବନକଲାଗି ନୀତି ଚାଲିବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

Show More

Related Articles

Back to top button