Breaking PLUSଓଡ଼ିଶାମୁଖ୍ୟ ଖବର

ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା

ପୁରୀ: ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା  । ବାସେଳିସାହି ମଶାଣିଚଣ୍ଡୀ ସାହିରେ ହତ୍ୟାକାଣ୍ଡ ଘଟିଛି । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି ହତ୍ୟା  । ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ । ବାସେଳିସାହି ପୋଲିସର ତଦନ୍ତ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button