Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀଲୋକନାଥ ମନ୍ଦିରରେ ବାଉନ୍ସର ମୁତୟନର ତଦନ୍ତ

ପୁରୀ: ଶ୍ରୀଲୋକନାଥ ମନ୍ଦିରରେ ବାଉନ୍ସର ମୁତୟନ ପ୍ରସଙ୍ଗ । ବାଉନ୍ସର ମୁତୟନର ତଦନ୍ତ ଚାଲିଛି ବୋଲି ପୁରୀ ଏସ୍ପି କହିଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ, ବାଉନ୍ସରର ଆବଶ୍ୟକ ନଥିଲା’ । କିଏ ଓ କ’ଣ ପାଇଁ ବାଉନ୍ସରଙ୍କୁ ମୁତୟନ ଦେଇଛି ତଦନ୍ତ ଚାଲିଛି । ବାଂଉଶର ଭକ୍ତଙ୍କୁ ମନ୍ଦିର ଛାଡ଼ୁନଥିବା ଅଭିଯୋଗ ହୋଇଥିଲା ।