ଦେଶସ୍ୱାସ୍ଥ୍ୟ

ଅସୁସ୍ଥ ହେଲେ ପଞାବୀ ଗାୟକ ଏପି ଢିଲୋନ 

ଅସୁସ୍ଥ ହେଲେ ପଞାବୀ ଗାୟକ ଏପି ଢିଲୋନ । ଗୁରୁତର ଆହତ ଭାବେ ହସ୍ପିଟାଲରେ ଭର୍ତ୍ତି । ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫଟୋରେ ସେ ଆହତ ହୋଇ ଶୋଇଥିବା ଦେଖାଯାଉଛି। ତେବେ ଏହାକୁ ନେଇ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ ପ୍ରାର୍ଥନା କରୁଛନ୍ତି।

ତେବେ ଗାୟକ କେଉଁଭଳି ଭାବେ ଆହତ ହେଲେ ତାହା ଜଣାପଡ଼ିନାହିଁ। ହେଲେ ସେ ଅନ୍ତର୍ଜାତୀୟ ଗସ୍ତ କରୁଥିବା ବେଳେ ଆହତ ହୋଇଥିବା କୁହାଯାଉଥିବାବେଳେ। ଏଥିଯୋଗୁ ଲସ୍‌ ଆଞ୍ଜେଲସ୍‌ରେ ହେବାକୁ ଥିବା ତାଙ୍କ କନ୍‌ସର୍ଟକୁ ବାତିଲ କରାଯାଇଛି।

Show More

Related Articles

Back to top button