Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରୋଷ୍ଟେଟ୍ କ୍ୟାନ୍ସରରେ ବାଇଡେନ୍ ପୀଡିତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ-ବାଇଡେନ୍ ଙ୍କୁ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି। ତାଙ୍କର ପରିସ୍ରା ପରୀକ୍ଷା କରାଯିବା ପରେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଜଣାପଡିଛି। ପ୍ରୋଷ୍ଟେଟ୍ କ୍ୟାନ୍ସରରେ ବାଇଡେନ୍ ପୀଡିତ ଅଛନ୍ତି। ମାରାତ୍ମକ କ୍ୟାନ୍ସର ବାଇଡେନଙ୍କ ହାଡକୁ ମଧ୍ୟ ବ୍ୟାପୀଯାଇଥିବା ଅନୁମାନ କରାଯାଉଛି।

Show More

Related Articles

Back to top button