Breaking PLUSଦେଶମୁଖ୍ୟ ଖବର
ଡାଲି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳ ହେବ ଭାରତ – ନିର୍ମଳା ସୀତାରମଣ

ନୂଆଦିଲ୍ଲୀ- ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ଦେଶକୁ ଡାଲି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳ କରିବା ପାଇଁ । ଏଥିପାଇଁ ହରଡ, ବିରି ଏବଂ ମସୁର ଡାଲି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଧନ ଧାନ୍ୟ କୃଷି ଯୋଜନା ୧୦୦ଟି କମ୍ ଉତ୍ପାଦକତା ଥିବା ଜିଲା ଉପରେ ଅଧିକ ଧ୍ୟାନ ଦିଆଯିବ । ଏହାସହିତ କୃଷି କାର୍ଯ୍ୟକ୍ରମ ୧.୭ କୋଟି ଚାଷୀଙ୍କୁ ସାହାଯ୍ୟ କରିବ । କୃଷି ଯୋଜନାରେ କମ୍ ଉତ୍ପାଦକତା ଥିବା ଜିଲା ଉପରେ ଅଧିକ ଫୋକସ୍ ରହିବ ।