Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଲ୍ୟାଣ୍ଡରରୁ ଅଲଗା ହେଲା ପ୍ରଜ୍ଞାନ

ଟ୍ୱିଟ କରି ସୂଚନା ଦେଲା ଇସ୍ରୋ

() ଲ୍ୟାଣ୍ଡରରୁ ଅଲଗା ହୋଇଛି ପ୍ରଜ୍ଞାନ । ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍‌ କରାଯାଇଛି । ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର ‘ପ୍ରଜ୍ଞାନ’ ।
ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’ ।ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର ।

ଗତକାଲି ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରଯାନ-3 । ଯାହାକି ଭାରତ ପାଇଁ ଏବ ବଡ ସଫଳତା ଓ ଗର୍ବର ବିଷୟ ।

Show More

Related Articles

Back to top button