Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି

ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି । ଭୁବନେଶ୍ବର ଆଇଗିଣିଆ ଗୋଦାମରେ ପହଞ୍ଚିଲା ୧୦ ଟ୍ରକ୍ ଆଳୁ । ଆହୁରି ଗାଡ଼ି ପହଞ୍ଚିବା ନେଇ ବ୍ୟବସାୟୀ ମହାସଂଘ ମହାସଚିବଙ୍କ ସୂଚନା । ପଶ୍ଚିମବଙ୍ଗରୁ କିଛି ଆଳୁ ଗାଡ଼ି ମଧ୍ୟ ଆସି ପହଞ୍ଚିଥିବା ସୂଚନା ମିଳିଛି । ୬୦ରୁ ୭୦ ଟ୍ରକ୍ ଆଳୁ ଗାଡ଼ି ପହଞ୍ଚିବା ପରେ ରେଟ୍ କମିବା ସମ୍ଭାବନା ରହିଛି ।