Breaking PLUSଓଡ଼ିଶାମୁଖ୍ୟ ଖବର

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଓଡିଶାର ଘରେଘରେ ଭଜନ ଗୀତ ପାଇଁ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା କଥା ସୂଚନା ଦେଇଛନ୍ତି ତାଙ୍କ ପରିବାର ବର୍ଗ ।

କାଳିଆ ମୋ ହୃଦୟ ହାର, ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ଭେଳା, ଏମିତିକା ଦିଅଁ କାହିଁ କେଉଁଠି, ଅଧାଗଢା ହାତ ମୋର କେଡେ ସୁନ୍ଦର ଆଦି ଭଜନ ଗାଇ ସେ ଦର୍ଶକଙ୍କ ମନ ବେଶ୍ ଜିଣିପାରିଛନ୍ତି । ତାଙ୍କ ଗୀତ ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ ।

Show More

Related Articles

Back to top button