Breaking PLUSଓଡ଼ିଶାମୁଖ୍ୟ ଖବର

କଟକରୁ ୧ କେଜି ୧୫୯ ଗ୍ରାମ ଧଳାଜହର ଜବତ, ୬ ଜଣ ବେପାରୀ ଗିରଫ

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢ଼ାଉତେ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ବାନ୍ଧିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ । ଗତକାଲି ଅପରାହ୍ଣରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଚଢ଼ାଉ ହୋଇଥିଲା । ଗିରଫ ୬ ଅଭିଯୁକ୍ତଙ୍କ ଭିତରେ ୪ ଜଣ ଜଗତସିଂହପୁର ଜିଲ୍ଲାର ଅଛନ୍ତି । ଜଣେ ପୁରୀ ଓ ଜଣେ କଟକର । ଏମାନଙ୍କ ଭିତରୁ ଦୁଇ ଜଣ ପୂର୍ବରୁ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଅଛନ୍ତି ।

Show More

Related Articles

Back to top button