Breaking PLUSଓଡ଼ିଶାମୁଖ୍ୟ ଖବର

୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

ତାଳଚେର: ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ । ଗୋଟିଏ ବନ୍ଧୁକ ଓ ମାରଣାସ୍ତ୍ର ସହ ୧୨୦ ମୋବାଇଲ ଜବତ ହୋଇଛି । ରାତିରେ ଟ୍ରକ୍‌ ଡ୍ରାଇଭର ଓ ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଗିରଫ ୭ ଲୁଟେରା ତାଳଚେର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Show More

Related Articles

Back to top button