Breaking PLUSଦେଶମୁଖ୍ୟ ଖବର

ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଟିକାକରଣ ନେଇ କରିବେ ସମୀକ୍ଷା ବୈଠକ । ଏହି ବୈଠକ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହେବ । ଯେଉଁ ଜିଲ୍ଲା ଗୁଡିକରେ କୋଭିଡ଼-୧୯ ଟିକାକରଣର ମାତ୍ରା କମ ପରିମାଣର ଥିବ ସେହି ଜିଲ୍ଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟାନ୍ୟ ରାଜ୍ୟର ୪୦ରୁ ଅଧିକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଆଲୋଚନା କରିବେ ମୋଦି । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।

Show More

Related Articles

Back to top button