Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 6ରେ ପିଏମ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ

କୋଲକାତା,22 ଫେବୃୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତର ତାରିଖ ପରିବର୍ତ୍ତନ କରାଯାଇଛି । ପିଏମ ମୋଦି ମାର୍ଚ୍ଚ 7ରେ ବାରାସାତରେ ସଭା କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବିଜେପି ସୂତ୍ର ମୁତାବକ ମୋଦି ଦିନକ ପୂର୍ବରୁ ମାର୍ଚ୍ଚ 6ରେ ପଶ୍ଚିମବଙ୍ଗ ଆସୁଥିବା ନେଇ ସୂଚନା ମିଳିଛି । ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗ ବିଜେପି ମାର୍ଚ୍ଚ 6ରେ ବାରାସାତରେ ମହିଳା ନ୍ୟାୟ ରାଲି ଆୟୋଜିତ କରିବାକୁ ଯାଉଛି । ଏହି ରାଲିକୁ ପିଲମ ମୋଦି ସମ୍ବୋଧନ କରିବେ ।

Show More

Related Articles

Back to top button