Breaking PLUSଦେଶମୁଖ୍ୟ ଖବର

ନାସିକରେ ଦେଢ କିଲୋମିଟର ବ୍ୟାପି ପିଏମ ମୋଦିଙ୍କ ଭବ୍ୟ ରୋଡ୍ ଶୋ

ମୁମ୍ବାଇ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ନାସିକର ତପୋବନ ମୈଦାନରେ 27ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିଛନ୍ତି । ଏହି ଅବସରରେ ପିଏମ ମୋଦି ଦେଢ କିଲୋମିଟର ବ୍ୟାପି ଭବ୍ୟ ରୋଡ୍ ଶୋ କରିଥିଲେ । ଏହି ସମୟରେ ପୂରା ଅଞ୍ଚଳ ‘ଜୟ ଶ୍ରୀରାମ’ ନାରାରେ ପ୍ରକମ୍ପିତ ହୋଇଉଠିଥିଲା । ପିଏମ ମୋଦି ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କାଲାରାମ ମନ୍ଦିରରେ ପୂଜା ପାଠ କରି ବିଶେଷ ଅନୁଷ୍ଠାନ ଆରମ୍ଭ କରିଛନ୍ତି ।
ନାସିକରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସ୍ୱାଗତ କରିଥିଲେ ।

Show More

Related Articles

Back to top button