Breaking PLUSଦେଶମୁଖ୍ୟ ଖବରରାଜନୀତି

ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ-ଆଜି ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଭାରତର ସଂସ୍କୃତି ଓ ପରମ୍ପରାର ସମୃଦ୍ଧିରେ ଦେବଭୂମି ଉତ୍ତରାଖଣ୍ଡର ଅମୂଲ୍ୟ ଯୋଗଦାନ ରହିଛି । ପ୍ରାକୃତିକ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଏହି ରାଜ୍ୟରେ ମୋର ସମସ୍ତ ପରିବାରଜନ ଅତ୍ୟନ୍ତ ପରିଶ୍ରମୀ ସହିତ ବହୁତ ପରାକ୍ରମୀ ଅଟନ୍ତି । ଏହି ରାଜ୍ୟର ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଁ ବହୁତ ବହୁତ ଶୁଭକାମନା ଜଣାଉଛି ।

Show More

Related Articles

Back to top button