Breaking PLUSମୁଖ୍ୟ ଖବର

ଝାରଖଣ୍ଡ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି

ନୂଆଦିଲ୍ଲୀ- ଆଜି ହେଉଛି ଝାରଖଣ୍ଡର ପ୍ରତିଷ୍ଠା ଦିବସ । ଏହି ଅବସରରେ ଝାରଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଝାରଖଣ୍ଡ ନିଜର ଖଣିଜ ସମ୍ପଦ ସହିତ ଜନଜାତି ସମାଜର ସାହସ, ଶୌର୍ଯ୍ୟ ଓ ସ୍ୱାଭିମାନ ପାଇଁ ପ୍ରସିଦ୍ଧ ଅଟେ । ଏଠାରେ ମୋର ପରିବାରଜନଙ୍କର ଦେଶର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ରାଜ୍ୟର ସ୍ଥାପନା ଦିବସ ଅବସରରେ ମୋର ଶୁଭକାମନା ଜଣାଉଛି ।ଏହାସହିତ ରାଜ୍ୟର ଉଜ୍ଜଳ ଭବିଷ୍ୟତ କାମନା କରୁଛି ।

Show More

Related Articles

Back to top button