Breaking PLUSଦେଶମୁଖ୍ୟ ଖବର

ଆଜି ସନ୍ଧ୍ୟାରେ ୟୁଏଇରେ ‘ଅହଲାନ ମୋଦି’ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆଗ୍ରହୀ ପିଏମ

ନୂଆଦିଲ୍ଲୀ, 13 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନିଜ ୟୁଏଇ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ‘ମୁଁ ମୋର ପ୍ରବାସୀ ଭାରତୀୟ ଓ ଦୁନିଆ ସହ ଭାରତର ସମ୍ପର୍କକୁ ଗଭୀର କରିବା ପାଇଁ ତାଙ୍କ ପ୍ରୟାସକୁ ନେଇ ବହୁତ ଗର୍ବିତ ଅଟେ । ଆଜି ସନ୍ଧ୍ୟାରେ ଅହଲାନ ମୋଦି କାର୍ଯ୍ୟକ୍ରମରେ ୟୁଏଇର ଭାରତୀୟ ପ୍ରବାସୀଙ୍କ ମଧ୍ୟରେ ରହିବାକୁ ବହୁତ ଆଗ୍ରହୀ । ଏହି ସ୍ମରଣୀୟ ଅବସରରେ ଆପଣ ବି ସାମିଲ ହୁଅନ୍ତୁ ।

Show More

Related Articles

Back to top button