Breaking PLUSଓଡ଼ିଶାମୁଖ୍ୟ ଖବର
ବଢିଲା ଯୁକ୍ତ ୩ ନାମଲେଖା ଆବେଦନ ଅବଧି

ଶେଷରେ ବଢିଲା ଯୁକ୍ତ ୩ ନାମଲେଖା ଆବେଦନ ଅବଧି। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।