Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା

କଟକ- ନଭେମ୍ବର ୨୭ରୁ ଡିସେମ୍ବର ୪ଯାଏଁ ଚାଲିବ ଐତିହାସକ କଟକ ବାଲିଯାତ୍ରା । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି । ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ପୃଷ୍ଠପୋଷକଙ୍କ ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୩ ଯାଏଁ ବୁକିଂ । ବ୍ୟବସାୟୀଙ୍କ ଲାଗି ନଭେମ୍ବର ୪ରୁ ନଭେମ୍ବର ୧୦ ଯାଏଁ ପ୍ଲଟ୍ ବୁକିଂ । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏଁ ଚାଲିବ ନିଲାମ ପ୍ରକ୍ରିୟା ବୋଲି ସୂଚନା ମିଳିଛି ।

Show More

Related Articles

Back to top button