Breaking PLUSଓଡ଼ିଶାମୁଖ୍ୟ ଖବର
ସର୍କିଟ ହାଉସ୍ ପରିସରରେ ଜଳିଗଲା ୨ଟି ଗାଡ଼ି

ଫୁଲବାଣୀ: ସର୍କିଟ ହାଉସ୍ ପରିସରରେ ଜଳିଗଲା ୨ଟି ଗାଡ଼ି । ବିଧାୟକଙ୍କ ଗାଡ଼ି ପାଖରେ ଥିବା ୨ଟି ଗାଡ଼ି ଜଳିଗଲା । ସ୍କୁଟି ଓ ବାଇକ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ରାତିରେ ବିଧାୟକ ସର୍କିଟ ହାଉସରେ ଥିବା ବେଳେ ଜଳିଗଲା ଗାଡ଼ି । ଜଳି ଯାଇଥିବା ୨ଟି ଗାଡ଼ି ସର୍କିଟ ହାଉସ୍ କର୍ମଚାରୀଙ୍କ ସୂଚନା ।