Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମୋକିମଙ୍କୁ ଆଶ୍ୱସ୍ତି, ହାଇକୋର୍ଟରେ ମାମଲା ଖାରଜ

ପୂର୍ବ ଭିଜିଲାନ୍ସ ମାମଲାର ତ୍ୱରିତ ବିଚାର ପାଇଁ ହୋଇଥିଲା ଆବେଦନ

କଟକ: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ଆଗତ ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୋକିମଙ୍କ ବିରୁଦ୍ଧରେ ଥିବା ପୂର୍ବ ଭିଜିଲାନ୍ସ ମାମଲାର ତ୍ୱରିତ ବିଚାର ପାଇଁ ଆବେଦନ ହୋଇଥିଲା | କଟକର ଜଣେ ବୁଦ୍ଧିଜୀବୀ ଡାକ୍ତର ରବିରଞ୍ଜନ ସାହୁ ଆବେଦନ କରିଥିଲେ | ତେବେ ମାମଲା ଖାରଜ କରି ହାଇକୋର୍ଟ କହିଛନ୍ତି ଜନସ୍ବାର୍ଥ ମାମଲାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ଠିକ୍ ନୁହେଁ | ନିର୍ବାଚନ ସଂକ୍ରାନ୍ତୀୟ ମାମଲାର ସ୍ଵତନ୍ତ୍ର ଖଣ୍ଡପୀଠରେ ବିଚାର କରିବା ପାଇଁ ବ୍ୟବସ୍ଥା ରହିଛି | ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥ ଏହି ମାମଲାର ଶୁଣାଣି କରିଥିଲେ |

Show More

Related Articles

Back to top button