Breaking PLUSଓଡ଼ିଶାମୁଖ୍ୟ ଖବର

ମାହାଙ୍ଗା ଡବଲ ମର୍ଡର : ସମୟ ମାଗିଲେ ପ୍ରତାପ ଜେନା

ଭୁବନେଶ୍ୱର, 18 ନଭେମ୍ବର – ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମଏଫସିରେ ଶୁଣାଣି ଘୁଂଚିଛି । ଏହି ମାମଲାରେ କୋର୍ଟଙ୍କୁ ସମୟ ମାଗିଛନ୍ତି ପ୍ରତାପ ଜେନା । ହାଇକୋର୍ଟର କେସ୍ ବିଚାରାଧୀନ ଦର୍ଶାଇ ପ୍ରତାପ ଜେନାଙ୍କ ଓକିଲ ସମୟ ମାଗିଛନ୍ତି । ପ୍ରତାପଙ୍କ ବ୍ୟକ୍ତିଗତ ହାଜିରା, ମୂଳ ମାମଲା ସହ ଯୋଡ଼ିବା ମାମଲାରେ ପ୍ରତାପ ଜେନାଙ୍କ ସିଆରପିସି ୨୦୫ ଓ ପ୍ରତିପକ୍ଷଙ୍କ ୨୧୦ ପିଟିସନର ଶୁଣାଣି ଘୁଂଚିଛି ।

Show More

Related Articles

Back to top button