Breaking PLUSଓଡ଼ିଶାମୁଖ୍ୟ ଖବର

ନିଆଁ ଲାଗି ଜଳିଗଲା ୪୦ କ୍ବିଣ୍ଟାଲ ଅମଳ ଧାନ

ପାଳଲହଡ଼ା: ନିଆଁ ଲାଗି ଜଳିଗଲା ୪୦ କ୍ବିଣ୍ଟାଲ ଅମଳ ଧାନ । କିଶୋରନଗର ବ୍ଲକ ଧଡ୍ରପାଳ ପଞ୍ଚାୟତ କ୍ଷେତି ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅମଳ ପରେ ଖଳାରେ ଧାନ ରଖାଯାଇଥିଲା । ଯାହାକି ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି ।  ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

Show More

Related Articles

Back to top button