ଜୀବନଚର୍ଯ୍ୟାଦେଶମନୋରଞ୍ଜନସେଲିବ୍ରିଟି

ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ପଲକ ଓ ମିଥୁନ

ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ଏହି ଦୁଇ ଚର୍ଚ୍ଚିତ ଯୋଡି । ଜଣାଶୁଣା ଗାୟିକା ପଲକ ମୁଚାଲ ମ୍ୟୁଜିକ କମ୍ପୋଜ୍‌ ମିଥୁନଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଖବର ଅନୁଯାୟୀ, ୪ନଭେମ୍ବରରୁ ଉଭୟଙ୍କ ବିବାହ ରୀତିନୀତିରେ ଆରମ୍ଭ ହେବ ଏବଂ ପଲକ-ମିଥୁନ ୬ନଭେମ୍ବରରେ ବିବାହ କରିବେ। ଉଭୟ ସିନେମା ଜଗତରେ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଗତ କିଛି ବର୍ଷ ଧରି ଦୁହେଁ ପରସ୍ପରକୁ ସିକ୍ରେଟ୍‌ ଡେଟ୍ କରୁଥିଲେ।

ଏଥିପାଇଁ ମୁମ୍ବାଇର ପାଇଭ୍‌ ଷ୍ଟାର ହୋଟେଲ ବୁକ୍ ହୋଇଛି। କହିବାକୁ ଗଲେ ହଳଦୀ, ସଂଗୀତ ଏବଂ ମେହେନ୍ଦୀର ସମସ୍ତ ରୀତିନୀତି ଅନୁଷ୍ଠିତ ହେବ। ପଲକ- ମିଥୁନ୍‌ ବିବାହରେ ସେମାନଙ୍କ ପରିବାର ସଦସ୍ୟ ଏବଂ ତାରକାମାନେ  ଯୋଗଦେବେ।

 

Show More

Related Articles

Back to top button