Breaking PLUSଦେଶମୁଖ୍ୟ ଖବର

ସୀମାରେ ଗୁପ୍ତଚର କାମ କରୁଥିବା ପାକ୍ ରେଂଜରଙ୍କୁ ଧରିଲେ ଯବାନ

ସୀମା ସୁରକ୍ଷା ବାହିନୀ(ବିଏସଏଫ୍‌‌) ଯବାନମାନଙ୍କ ମଧ୍ୟରୁ ରାଜସ୍ଥାନରେ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖାଯାଇଛି। ଭାରତ-ପାକିସ୍ତାନ ସୀମା ନିକଟରୁ ପାକିସ୍ତାନୀ ରେଞ୍ଜର ଧରାପଡ଼ିଥିବା ସୂଚନା ମିଳିଛି। ସୀମା ସୁରକ୍ଷା ବାହିନୀ(ବିଏସଏଫ୍‌‌) ଯବାନମାନେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖିଛି। ପାକିସ୍ତାନ ରେଞ୍ଜରଙ୍କୁ ଅଟକ ରଖିବା ପରେ ବିଏସଏଫ୍‌‌ ରାଜସ୍ଥାନ ଫ୍ରଣ୍ଟିୟର ପଚରାଉଚରା କରୁଥିବା ଜଣାପଡ଼ିଛି। ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ଗୁପ୍ତଚରୀ କରୁଥିବା ଅଭିଯୋଗରେ ପାକିସ୍ତାନ ରେଞ୍ଜରଙ୍କୁ ଅଟକ ରଖାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button