Breaking PLUSଓଡ଼ିଶାମୁଖ୍ୟ ଖବର

ଓଟିଇଟି ପରୀକ୍ଷାର୍ଥୀଙ୍କ ଧାରଣା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଓଟିଇଟି ପରୀକ୍ଷାର୍ଥୀ ସୋମବାର ଧାରଣା ଦେଇଛନ୍ତି। ଓଟିଇଟି ପରୀକ୍ଷା ଦେବାକୁ ଥିବା ଶତାଧିକ ପିଲା ଧାରଣା ଦେଇଛନ୍ତି। ୨୦୨୩ ମସିହାର ଓଟିଇଟି ପରୀକ୍ଷା ଶୀଘ୍ର କରାଇବାକୁ ଦାବି ନେଇ ଧାରଣା ଦେଇଛନ୍ତି। ଜୁନିୟର ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଓଟିଇଟି ପରୀକ୍ଷାର୍ଥୀଙ୍କୁ ସୁଯୋଗ ପାଇଁ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।

Show More

Related Articles

Back to top button