Breaking PLUSଓଡ଼ିଶାମୁଖ୍ୟ ଖବର
2 ବର୍ଷରେ ଓଏସଆରଟିସିର 45 କୋଟିରୁ ଅଧିକ କ୍ଷତି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ଗତ ଦୁଇ ବର୍ଷ ମଧ୍ୟରେ ମୋଟ ୪୫ କୋଟି ଟଙ୍କା (୪୫୪,୬୭୨,୩୪୭.୨୪ ଟଙ୍କା)ରୁ ଅଧିକ କ୍ଷତି କରିଛି ବୋଲି ଗୁରୁବାର ରାଜ୍ୟ ବିଧାନସଭାରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ପ୍ରଦାନ କରିଛନ୍ତି।