Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସରିନି ଅପରେସନ ସିନ୍ଦୂର

ଏବେ ବି ଅପରେସନ ଜାରି ରହିଥିବା ସୂଚନା ଦେଇଛି ବାୟୁସେନା। ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ଲୋପ କରିବା ଏହି ଅପରେସନର ଲକ୍ଷ୍ୟ ବୋଲି କୁହାଯାଇଛି। ଏଥିସହ ବାୟୁସେନା ଆହୁରି କହିଛି ଯେ, ଦିଆଯାଇଥିବା ଟାସ୍କକୁ ବାୟୁସେନା ସଫଳତାର ସହ ସମ୍ପାଦିତ କରୁଛି। ସମନ୍ବିତ, ସୁଚିନ୍ତିତ ଭାବେ ଚାଲିଛି ଅପରେସନ୍। ଏଥିସହ ଜନସାଧାରଣଙ୍କୁ ସଚେତନ କରି ବାୟୁସେନା କହିଛି ଯେ, ଆନୁମାନିକ ଓ ମିଥ୍ୟା ଖବରଠାରୁ ଦୂରେଇ ରୁହନ୍ତୁ। ଆବଶ୍ୟକ ଖବର ସଠିକ୍‌ ସମୟରେ ଅବଗତ କରାଯିବ।

Show More

Related Articles

Back to top button