Breaking PLUSଓଡ଼ିଶାମୁଖ୍ୟ ଖବର

ଅନଲାଇନ ଗେମ୍ ନେଲା ଜୀବନ

ଭୁବନେଶ୍ୱର- ଅନଲାଇନ ଗେମ୍ ନେଲା ଜୀବନ । ଅନ୍‌ଲାଇନ୍ ଗେମ୍ ଖେଳି ଋଣଭାରରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ଜୀବନ ହାରିଲେ ଯୁବକ । ୨୨ ବର୍ଷୀୟ ଯୁବକ ଘରେ ଫାଶି ଲଗାଇ ଦେଇଥିଲେ । ଗୁରୁତର ଭାବେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ପରେ ମୃତ ଘୋଷଣା କଲେ ଡାକ୍ତର ।

Show More

Related Articles

Back to top button