ଦେଶବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱାସ୍ଥ୍ୟ

ପୁଣି ଥରେ କରୋନା ପଜିଟିଭ୍ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ହେଲେ କରୋନା ପଜିଟିଭ୍ । ତାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି । ପୂର୍ବ ବର୍ଷ ମଧ୍ୟ ଅକ୍ଷୟଙ୍କୁ କରୋନା ହୋଇଥିଲା। ପୁଣି ଦ୍ୱୀତାୟଥର ପାଇଁ ସେ କରେନା ପଜିଟିଭ୍ ହୋଇଛନ୍ତି ।

କିଛି ଦିନ ଧରି ତାଙ୍କ ଠାରେ କେତେକ ଲକ୍ଷଣ ପ୍ରକାଶ ପାଇଥିବାରୁ ଅକ୍ଷୟ ନିଜର ନମୁନା ପରୀକ୍ଷା କରାଇଥିଲେ। ଶନିବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ତେବେ ସେ ମେ’ ୧୭ରେ ହେବାକୁ ଥିବ କେନ୍ସ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେବେନି । ଏନେଇ ନିଜେ ଅକ୍ଷୟ ଶନିବାର ଟୁଇଟ୍‌ ପ୍ରକାଶ କରିଛନ୍ତି।

 

Show More

Related Articles

Back to top button