Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଦେଶରେ ମୋଟ ମାମଲା ୯୭ ପହଞ୍ଚିଲା

ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ ମାମଲା ବଢ଼ିବାରେ ଲାଗିଛି । ଆଜି ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ୧୦ ଟି ନୂଆ ମାମଲା ରିପୋର୍ଟ ହୋଇଛି ।

ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣର ମୋଟ ମାମଲା ୨୦କୁ ବୃଦ୍ଧି ପାଇଛି । ତେବେ, ଏହି ଲୋକମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯିବା ଏକ ଆଶ୍ୱସ୍ତିକର ଖବର ହୋଇଛି । ଏହିପରି, ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୧୦ ରହିଛି ।

Show More

Related Articles

Back to top button