Breaking PLUSଓଡ଼ିଶାମୁଖ୍ୟ ଖବର

ସାମାନ୍ୟ କମିଛି ଖରା

ଭୁବନେଶ୍ୱର : କମିଛି ସାମାନ୍ୟ ଖରା। କାଲିଠାରୁ ଖରା ସାମାନ୍ୟ କମିଥିବା ବେଳେ ତଥାପି ରାଜ୍ୟବାସୀଙ୍କୁ ଲାଗୁଛି ଅସ୍ତବ୍ୟସ୍ତ। ଦିନ ସାଢେ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ, ଝାରସୁଗୁଡା ଓ ସମ୍ବଲପୁର ତାପମାତ୍ରା ୩୭.୪ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚାନ୍ଦବାଲି ୩୭.୨, ହୀରାକୁଦ ୩୬.୯, ରାଉରକେଲା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button