Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ହଜାର ୭୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ହଜାର ୭୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ। ଆଉ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ସର୍ବାଧିକ ୧୨ ଶହ ୨୨ ନୂଆ କେସ୍‌ ରହିଛି। ଦ୍ୱିତୀୟ ସର୍ବାଧିକ ଭାବେ କଟକ ଜିଲ୍ଲାରୁ ୬୭୩ ପଜିଟିଭ୍‌ ରହିଛି। ଗତ ୨୪ ଘଣ୍ଟାରେ ୬୨ ହଜାର ୨୯୩ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ବାହାରିଛନ୍ତି ୮ ହଜାର ୭୩୫ ।

ଆଜି ପଜିଟିଭିଟି ହାର ରହିଛି ୧୪.୦୨ ପ୍ରତିଶତ। ବାଲେଶ୍ୱରରୁ ୫୬୬, ଯାଜପୁରରୁ ୫୦୭ ଓ ଢେଙ୍କାନାଳରୁ ୫୦୩ ପଜିଟିଭ୍‌ ବାହାରିଛନ୍ତି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ଢେଙ୍କାନାଳ । ଏହି ୫ ଜିଲ୍ଲାରୁ ୩ ହଜାର ୪୭୧ କେସ୍‌ ଆସିଛି। ୭ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୮୯ ହଜାର ୯୫୬ । ମୋଟ ମୃତ୍ୟୁସଂଖ୍ୟା ୨୭୯୧ରେ ପହଂଚିଛି।

Show More

Related Articles

Back to top button