Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜି ଆଉ ୩୦୩ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ଆଉ ୩୦୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୨ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୩୧ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୮୫୦୪ରେ ପହଁଚିଛି । ୩୨୩୭୪୯ ଜଣ ସୁସ୍ଥ ହୋଇଥିବାବେଳେ ୨୮୪୧ଜଣ ଚିକିତ୍ସାଧୀନ ଅଛନ୍ତି ।

ଆଜି ଅନୁଗୁଳରୁ ୧୬ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୧୬, ବରଗଡ଼ ୯, ଭଦ୍ରକ ୪, ବଲାଙ୍ଗିର ୧୮, ବୌଦ୍ଧ ୧, କଟକ ୧୬, ଦେଓଗଡ଼ ୨, ଢେଙ୍କାନାଳ ୨, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୫, ଯାଜପୁର ୧୬, ଝାରସୁଗୁଡ଼ା ୫, କେନ୍ଦ୍ରାପଡ଼ା ୩୧, କେନ୍ଦୁଝର ୨୩, ଖୋର୍ଦ୍ଧା ୩୧, କୋରାପୁଟ ୧, ମୟୂରଭଞ୍ଜ ୧୬, ନବରଙ୍ଗପୁର ୬, ନୟାଗଡ଼ ୬, ନୂଆପଡ଼ା ୧୧, ପୁରୀ ୧, ସମ୍ବଲପୁର ୨୨, ସୋନପୁର ୧, ସୁନ୍ଦରଗଡରୁÿ ୩୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୮ ବୋଲି ଜଣାଯାଇଛି ।

Show More

Related Articles

Back to top button