Breaking PLUSଓଡ଼ିଶାମୁଖ୍ୟ ଖବର

ଜାଡରେ ଥରୁଛି ଓଡ଼ିଶା

ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଗାମୀ 2ଦିନ ଭିତରେ ରାଜ୍ୟରେ ତାପମାତ୍ରାରେ 3ରୁ 4ଡିଗ୍ରୀ ହ୍ରାସ ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି ।

ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଗାମୀ 2ଦିନ ଭିତରେ ରାଜ୍ୟରେ ତାପମାତ୍ରାରେ 3ରୁ 4ଡିଗ୍ରୀ ହ୍ରାସ ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି ।

ଆଗାମୀ 2ଦିନ ଯାଏ ରାଜ୍ୟରେ ତାପମାତ୍ରା କମିବା ସାଙ୍ଗକୁ ଶୀତ ବଢିବ । ଓଡିଶାକୁ ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୂ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଅସହ୍ୟ ଶୀତ ହେଉଛି । ଫଳରେ ଆଗାମୀ 2ଦିନ ଯାଏଁ ରାଜ୍ୟରେ ତାପମାତ୍ରା ଖସିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Show More

Related Articles

Back to top button