Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଦୀର୍ଘ ଦିନ ହେଲା କୋଭିଡ ପଜିଟିଭ୍ କେସ୍ ଆସିନି- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ହଂକଂ, ସିଙ୍ଗାପୁରରେ କୋଭିଡ୍ ସଂକ୍ରମଣ ବଢ଼ିବା ପ୍ରସଙ୍ଗ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,’ଏନେଇ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି’ । ‘ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି’ ‘ ।କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର’ । ଆମକୁ ଆଲର୍ଟ ରହିବାକୁ କୁହାଯାଇଛି’ ‘ । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଛି’ ‘ ।ରାଜ୍ୟରେ ଦୀର୍ଘ ଦିନ ହେଲା ପଜିଟିଭ୍ କେସ୍ ଆସିନି ।