Breaking PLUSଓଡ଼ିଶାମୁଖ୍ୟ ଖବର

10 ଡିଗ୍ରୀ ତଳେ 9 ସହର, ଜି ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ୱର- ଜାଡରେ ଥରୁଛି ପୂରା ଓଡ଼ିଶା । ୧୦ ଡିଗ୍ରୀ ତଳେ ୯ ସହର ।  ଜାଡ଼ରେ ଥରୁଛି ଜି.ଉଦୟଗିରି  । ୫ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ସବୁଠୁ ଥଣ୍ଡା  । ସେମିଳିଗୁଡ଼ା ୫.୯, ଫୁଲବାଣୀ ୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ  । କୋରାପୁଟ ୯.୪, ରାଉରକେଲା ତାପମାତ୍ରା ୯.୫ ଡିଗ୍ରୀ  ।ଝାରସୁଗୁଡ଼ା, ଭବାନୀପାଟଣା, ନବରଂଗପୁର ୯.୮ ଡିଗ୍ରୀ ରେକର୍ଡ ହୋଇଛି ।

Show More

Related Articles

Back to top button