Breaking PLUSଓଡ଼ିଶାମୁଖ୍ୟ ଖବର
ସକାଳୁ ସକାଳୁ ପ୍ରବଳ ଗୁଳୁଗୁଳି

ଭୁବନେଶ୍ବର ସମେତ ଉପକୂଳ ଜିଲାଗୁଡ଼ିକରେ ଏବେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ସକାଳ ସାଢେ ୮ଟାରେ ରାଜଧାନୀର ତାପମାତ୍ରା ୩୩.୬ଡିଗ୍ରୀ ଥିବାବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ୬୨.୩ପ୍ରତିଶତ ରହିଥିଲା। ଆଗକୁ ଆହୁରି ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ଆଶଙ୍କା ରହିଛି।