Breaking PLUSଓଡ଼ିଶାମୁଖ୍ୟ ଖବର

ବାରୁଣୀ ଘାଟରେ ବୁଡ ପକାଇଲେ ଶହ ଶହ ଶ୍ରଦ୍ଧାଳୁ

ପାତ୍ରପୁର: ଦିଗ ପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଶାସନ ଗ୍ରାମରେ ଗୁରୁବାର ମହା ବାରୁଣୀ ସ୍ନାନ ଯାତ୍ରା ପାଳିତ ହୋଇଛି। ଗ୍ରାମ ନିକଟରେ ପ୍ରବାହିତ ପବିତ୍ର ବହୁଦା ନଦୀର ମହା ଶ୍ମଶାନ ଉତ୍ତର ବାଙ୍କ ବାରୁଣୀ ଘାଟ ନିକଟରେ ଅଞ୍ଚଳର ବହୁ ଭକ୍ତ ବୁଡ଼ ପକାଇଥିଲେ।

Show More

Related Articles

Back to top button