ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହେଲେ ଓଡିଆ ପୁଅ ରାଜ ରାଜେଶ

ଚମକିଲେ ଓଡିଆ ପୁଅ ରାଜ ରାଜେଶ । ତୋ ଅଗଣାର ତୁଳସୀ ମୁଁ ମେଗା ଧାରାବାହିକରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ରାଜ ରାଜେଶ । ଆଜି ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛନ୍ତି । ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ ହେଉଛି ଦେଶର ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବ । ଯେଉଁଥିରେ ପ୍ରାଦେଶିକ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଗୁଡିକ ପୁରସ୍କୃତ କରାଯାଇଥାଏ । ଚଳିତ ବର୍ଷ RRFର ୧୦ମ ପୁରସ୍କାର ବିତରଣ ମହୋତ୍ସବରେ ସମ୍ମାନୀତ ହୋଇଛନ୍ତି ଓଡିଆ ପୁଅ ରାଜ ରାଜେଶ । ଆଜି ତାଙ୍କୁ ରାତି ସରିସରି ଯାଉଛିରେ ଅଭିନୟ ପାଇଁ ବେଷ୍ଟ ଆକ୍ଟର ପୁରସ୍କୃତ ହୋଇଛନ୍ତି । କଞ୍ଚନ କ୍ୟାସେଟସ ପକ୍ଷରୁ ଆୟୋଜିତ କରାଯାଇଥିଲା ଏହି ଫିଲ୍ମ ଫେଷ୍ଟିଭାଲ ।

Show More

Related Articles

Back to top button