ଦେଶମନୋରଞ୍ଜନସ୍ୱତନ୍ତ୍ର

ପ୍ରତିଯୋଗୀରୁ ବିଚାରକ ହେବା ପର୍ଯ୍ୟନ୍ତ ଯାତ୍ରାକୁ ଫ୍ୟାନ୍ସଙ୍କ ସହ ସେୟାର କଲେ ନୋରା ଫତେହି

ପ୍ରତିଯୋଗୀରୁ ବିଚାରକ ହେବା ପର୍ଯ୍ୟନ୍ତ ଯାତ୍ରାକୁ ଫ୍ୟାନ୍ସଙ୍କ ସହ ସେୟାର କଲେ ବଲିଉଡ୍‌ର ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି । ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ  ଭିଡିଓ ପୋଷ୍ଟ କରି ନିଜ ଜୀବନ କାହାଣୀ ବିଷୟରେ ବଖାଣିଛନ୍ତି ।

ଜଣେ ବଡ଼ ଷ୍ଟାର୍‌ ଭାବେ ପରିଚିତ ନୋରା ଛୋଟ କଳାକାର ରୂପେ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ । ସେ ନିଜର କ୍ୟାରିଅର୍‌ ପ୍ରଥମେ ‘ଝଲକ୍‌ ଦିଖ୍‌ଲା ଜା’ ଜରିଆରେ ଆରମ୍ଭ କରିଥିଲେ ।  । ଦିନେ ଜଣେ ପ୍ରତିଯୋଗୀ ଭାବେ ଯେଉଁ ମଞ୍ଚରେ ପାଦ ଥାପିଥିଲେ । ବର୍ତ୍ତମାନ ଆଜି ସେହି ମଞ୍ଚରେ  ଡ୍ୟାନସିଂ କ୍ଵିନ୍‌ ନୋରା ବିଚାରକ ସାଜିଛନ୍ତି  ।

Show More

Related Articles

Back to top button