Breaking PLUSଓଡ଼ିଶାମୁଖ୍ୟ ଖବର
ଧାନ ବସ୍ତା ରଖି ରାସ୍ତା ରୋକିଲେ ଚାଷୀ

ନୀଳଗିରି: ଧାନ ବସ୍ତା ରଖି ରାସ୍ତା ରୋକିଲେ ଚାଷୀ । ଛତ୍ରପୁର ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗରେ ତାତିଲେ ଚାଷୀ । ଛତ୍ରପୁର ଛକରେ ଧାନ ବସ୍ତା ରଖି ନୀଳଗିରି- ଉଦଳା ରାସ୍ତା ରୋକିଲେ ।