Breaking PLUSଦେଶ ବିଦେଶମୁଖ୍ୟ ଖବର

ଥରୁଛି ନାଇଜର, ଜିହାହୀ ଆକ୍ରମଣରେ 29ଯବାନଙ୍କ ମୃତ୍ୟୁ

ନାଇଜର- ଥରୁଛି ନାଇଜର । ନାଇଜରରେ ସନ୍ଦିଗ୍ଧ ଜିହାଦୀମାନଙ୍କ ଆକ୍ରମଣରେ ନାଇଜେରିଆର ସେନା ଯବାନଙ୍କର ମୃତ୍ୟୁ ଘଟିଛି। ପ୍ରାୟ 29ଜଣ ଯବାନ ସହିଦ ହୋଇଛନ୍ତି । ଅନେକ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ସମୟ ଘୋଷଣା କରିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଆହୁରି ସୂଚନା ଦେଇଛି ଯେ ସେନାମାନେ ଇମ୍ପ୍ରୋଭାଇଜଡ ବିସ୍ଫୋରକ ଉପକରଣ ବ୍ୟବହାର କରି ଶହେରୁ ଅଧିକ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛନ୍ତି।

Show More

Related Articles

Back to top button