Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି

ଭୁବନେଶ୍ୱର- ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩ ବର୍ଷିଆ ପଲିସି ଆଣିବାକୁ ଯାଉଛୁ । ଅଲଗା ରାଜ୍ୟର ପଲିସି ଷ୍ଟଡି କରିବାକୁ ଟିମ୍ ଯାଉଛନ୍ତି’ । ଜୁନ୍ ୧୫ରୁ ଜୁନ୍ ୨୦ ଭିତରେ ନୂଆ ପଲିସି ଆଣିବୁ’ ।’ସଚିବଙ୍କ ନେତୃତ୍ବରେ ଏକ୍ ଟିମ୍ ଆନ୍ଧ୍ରପ୍ରଦେଶ ଯିବେ’ ।’ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।